Jump to content

ସଦାଶୟ

ଉଇକିଅଭିଧାନ‌ରୁ

ସଦାଶୟ

ଉଚ୍ଚାରଣ

[ସମ୍ପାଦନା]
(ସଦାଶୟା—ସ୍ତ୍ରୀ) 

[ସଦାଶୟତା—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସତ୍ତ ଅଟେ ଆଶୟ=ଚିତ୍ତ ଯାହାର)

[ସମ୍ପାଦନା]

ମହାଶୟ; ସଦୃଦୟ; ଉନ୍ନତଚେତାଃ — Magnanimous; noble-minded; high-minded.