Jump to content

ସଦା କାଳ

ଉଇକିଅଭିଧାନ‌ରୁ

ସଦା କାଳ

ଉଚ୍ଚାରଣ

[ସମ୍ପାଦନା]

(ସଦାକାଳେ—ଅନ୍ୟ ତ୍ର. ବିଶେଷଣ - ରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସବୁ ସମୟ —୧. All time.
୨. ଚିରକାଳ —୨. Perpetuity.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ନିୟତ; ସର୍ବଦା —୧. Always.
୨. ଚିରକାଳ—ପାଇଁ ୨. Perpetually.