Jump to content

ସଦା ଗତି

ଉଇକିଅଭିଧାନ‌ରୁ

ସଦା ଗତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସଦା=ସର୍ବଦା+ଗତି ଯାହାର; ବହୁବ୍ରୀହି)

[ସମ୍ପାଦନା]

ସର୍ବଦା ଗତିଶୀଳ —Perpetually moving; always moving.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାୟୁ; ପବନ —୧. Air.
୨. ସୂର୍ଯ୍ୟ —୨. Sun.
୩. ଆତ୍ମା — ୩. The soul; the spirit.
୪. (ଅବ୍ୟୟୀଭାବ) ମୁକ୍ତି — ୪. Freedom.
୫. ମୋକ୍ଷ —୫. Final beatitude.
୬. (ବହୁବ୍ରୀହି) ପରମେଶ୍ୱର —୬. God.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅବିଶ୍ରାନ୍ତ ଗମନ —Continual motion.

[ଉ— ବଚନ କୋକିଳ ସଦାଗତି ମେଳ ହୋଇ ଭଞ୍ଜ— ବୈଦେହିଶବିଳାସ]

ଦେଶଜ - ବିଶେଷଣ -

[ସମ୍ପାଦନା]

ମୁକ୍ତି ବହନକାରୀ — Carrying or causing liberation or final beatitude.

[ଉ—ବିହେ ଅଗତି, ବହେ ଯହିଁରେ ସଦାଗତି ଭଞ୍ଜ. ବୈଦେହୀଶବିଳାସ]