ସଦା ଜଏ
ସର୍ବଦା ଜୟଯୁକ୍ତ —Always victorious.
ସର୍ବଦା ଜୟ — Constant victory.
[ଦ୍ରଷ୍ଟବ୍ୟ —କେତେକ ପ୍ରାଚୀନ ପୋଥିର ଆଦ୍ୟରେ ଲେଖାମାନେ ଶୁଭକାମନା କରି ଏ ବାକ୍ୟ ଲେଖିଥିବା ଦେଖାଯାଏ]