ସଦା ଦାନ
ଦେଖଣା
ସଦା ଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ସଦା=ସର୍ବଦା+ଦାନ=ମଦବାରି ବହେ ଯାହାଠାରୁ)
[ସମ୍ପାଦନା]- ୧. ମତ୍ତହସ୍ତୀ —୧. An infuriated elephant; an elephant in his ruts.
- ୨. ଐରାବତ ହସ୍ତୀ —୨. Indra's elephant.
- ୩. ଗଣେଶ —୩. The elephant-headed son of Ṡiba.
- ୪. (ଅବ୍ୟୟୀଭାବ; ସଦା+ ଦାନ) ସଦାବ୍ରତ; ଖଇରାତ୍ —୪. Charity; distribution of alms.