Jump to content

ସଦା ଦିନ

ଉଇକିଅଭିଧାନ‌ରୁ

ସଦା ଦିନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସବୁଦିନେ —୧. Every day.
୨. ସବୁ ସମୟରେ —୨. Always.

[ଉ—ଭକ୍ତ ମୋ ଜୀବନ ଭକ୍ତ ଠାକୁର, ଭକ୍ତ ହୃଦରେ ସଦା ଦିନେ ଘର—ପ୍ରାଚୀ. ପରଚେଗୀତା]