Jump to content

ସଦା ପ୍ରସୂନ

ଉଇକିଅଭିଧାନ‌ରୁ

ସଦା ପ୍ରସୂନ

ଉଚ୍ଚାରଣ

[ସମ୍ପାଦନା]
(ସଦାପ୍ରସୂନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବୈଦ୍ୟକ)—(ବହୁବ୍ରୀହି, ସଦା=ସର୍ବଦା+ ପ୍ରସୂନ=ପୁଷ୍ପ ଯାହାର)

[ସମ୍ପାଦନା]

ସର୍ବଦା ପୁଷ୍ପଯୁକ୍ତ (ବୃକ୍ଷ) —Always flowering.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରୋହତକ ବୃକ୍ଷ; ସୁଆମ ଗଛ —୧. A timber tree; Indian redwood.
୨. ଅର୍କ ଗଛ — ୨. Calotropis Gigantea.
୩. କୁନ୍ଦ ଗୁଳ୍ମ (ରାଜ ନିର୍ଘଣ୍ଟ) —୩. A flowering shrub; Jasminum Murtiflorum.