Jump to content

ସଦା ବିହାରୀ

ଉଇକିଅଭିଧାନ‌ରୁ

ସଦା ବିହାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଂସ୍କୃତ ନାମ—ଫିରିଙ୍ଗୀତଗର)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦା+ବିହାରୀ; ଏହା ସବୁ ଋତୁରେ ଫୁଟେ

[ସମ୍ପାଦନା]

ଆଇଁ ସିକାତି ଫୁଲ ଓ ଗୁଳୁ —Myrtle; periwinkle. Vinca Minor; Vinca Alba and Vinca Rosea.

[ଦ୍ରଷ୍ଟବ୍ୟ — ଏହି ଗୁଳ୍ମ ଦେଢ଼ ହାତ ପର୍ଯ୍ୟର ଉଚ୍ଚ ହୁଏ ଏହାର ଫୁଲ ଧଳା ଏ ଫକା ନାଲି ଭେଦନ୍ତେ ଦୁଇ ଜାତିର ଦେଖାଯାଏ ଏହି ଗଛରୁ ଅନେକଗୁଡ଼ିଏ ଶାଖା ବାହାରେ ସବୁ ଋତୁରେ ଏଥିରେ ଫୁଲ ଫୁଟେ ପ୍ରତି ଫୁଲରୁ ଦୁଇଟି ଲେଖାଏଁ ଛୁଇଁ ହୁଏ ପ୍ରତି ଫୁଲରେ ଚାରୋଟି ଲେଖାଏଁ ପାଖୁଡ଼ା ଥାଏ ଏହି ଫୁଲର କୌଣସି ଗନ୍ଧ ନାହିଁ]