Jump to content

ସଦୁକ୍ତ

ଉଇକିଅଭିଧାନ‌ରୁ

ସଦୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସତ୍+ଉକ୍ତ)

[ସମ୍ପାଦନା]
୧. ଉତ୍ତମ ରୂପେ କଥିତ — ୧. Well spoken.
୨. ଉପଯୁକ୍ତ ରୂପେ ଉକ୍ତ — ୨. Properly or rightly said.