Jump to content

ସଦୃକ୍

ଉଇକିଅଭିଧାନ‌ରୁ

ସଦୃକ୍

ଉଚ୍ଚାରଣ

[ସମ୍ପାଦନା]
(ସଦୃଶୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସ=ସମାନ, ଅନୁରୁପ+ଦୃଶ୍ ଧାତୁ= ଦେଖିବା+କର୍ମ. କ୍ୱିପ୍; ସଦୃଶ୍ ଶବ୍ଦର ୧ମା. ୧ବ)

[ସମ୍ପାଦନା]
୧. ସଦୃଶ; ତୁଲ୍ୟ; ଅନୁରୂପ —୧. Salimar.
୨. ଉପଯୁକ୍ତ; ଯୋଗ୍ୟ —୨. Fit; fitting.