Jump to content

ସଦୃକ୍ଷ

ଉଇକିଅଭିଧାନ‌ରୁ

ସଦୃକ୍ଷ

ଉଚ୍ଚାରଣ

[ସମ୍ପାଦନା]
[ସଦୃକ୍ଷା, ସଦୃକ୍ଷୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସ=ସମାନ+ଦୃଶ୍; ଧାତୁ+କର୍ମ. ସକ୍)

[ସମ୍ପାଦନା]

ସମାନ; ତୁଲ୍ୟ —Similar to; resembling.