ସଦୃଶ

ଉଇକିଅଭିଧାନ‌ରୁ

ସଦୃଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦୃଶୀ—ସ୍ତ୍ରୀ) 

[ସାଦୃଶ୍ୟ, ସଦୃଶତା—ବି]

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସ=ସମାନ+ଦୃଶ୍. ଧାତୁ+କର୍ମ. ଅ)[ସମ୍ପାଦନା]

୧. ସମାନ; ତୁଲ୍ୟ —୧. Equal to; similar to; same as; resembling.
୨. ଉପଯୁକ୍ତ; ଯୋଗ୍ୟ —୨. Fit; befitting; fitting.

ଦେଶଜ - ଅ.[ସମ୍ପାଦନା]

ପରି —Like.