ସଦୃଶି
ପରି; ସଦୃଶ —Alike; resembling.
[ଉ—ବିଭୀଷଣ କୁମ୍ଭକର୍ଣ୍ଣ ମନ୍ଦିର ନ ନାଶି, ବଟ ମାର୍କଣ୍ଡେୟ କରି ପ୍ରଳୟ ସଦୃଶି —ଭଞ୍ଜ. ବୈଦେହୀଶବିଳାସ]