ସଦୃଶ ବ୍ୟବସ୍ଥା
ଦେଖଣା
ସଦୃଶ ବ୍ୟବସ୍ଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଦୃଶ ବ୍ୟବସ୍ଥା
|
ଦେଶଜ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]ହୋମିଓପାଥି ଚିକିତ୍ସା —Homepathy; the system of Homoeopathic treatment.
[ଦ୍ରଷ୍ଟବ୍ୟ —ଏହି ଚିକିତ୍ସା— ନୀତିର ବ୍ୟବସ୍ଥା ଏହି କି, ଯେଉଁ ଦ୍ରବ୍ୟ ସେବନ କଲେ କୌଣସି ରୋଗ ବା ରୋଗର ଲକ୍ଷଣ ଉତ୍ପନ୍ନ ହୁଏ, ପୁଣି ସେହି ଦ୍ରବ୍ୟର ଅଳ୍ପମାତ୍ରା ପ୍ରୟୋଗଦ୍ୱାରା ସେହି ରୋଗର ନିରାକରଣ ହୁଏ]