Jump to content

ସଦ୍ଗତି

ଉଇକିଅଭିଧାନ‌ରୁ

ସଦ୍ଗତି

ଉଚ୍ଚାରଣ

[ସମ୍ପାଦନା]

(ସଦ୍ଗତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସତ୍+ଗତି; କର୍ମଧା)

[ସମ୍ପାଦନା]
୧. ଉତ୍ତମ ଗତି — ୧. Good motion.
୨. ମନ୍ଦ ଅବସ୍ଥାରୁ ଉତ୍ତମ ଅବସ୍ଥା ପ୍ରାପ୍ତି —୨. Attainment of a better condition.
୩. ଉତ୍ତମ ଅବସ୍ଥା— ଲାଭ —୩. Attainment of a good condition.
୪. ସଦ୍ୱ୍ୟବହାର —୪. Good behaviour; good treatment.
୫. ଉତ୍ତମ ପରିଣାମ; ସୁଖମୟ ପରିମାଣ —୫. Good result; good and happy end.
୬. ମୁକ୍ତି —୬. Liberation; emancipation.
୭. ମୋକ୍ଷ; ନିର୍ବାଣ —୭. Final beatitude.
୮. ସଚ୍ଚରିତ୍ର —୮. Good conduct.
୯. ମୃତ୍ୟୁ ପରେ ମୃତ ବ୍ୟକ୍ତିର ଆତ୍ମାର ମୋକ୍ଷଲାଭ — ୯. The emancipation of the soul from matter after death.