Jump to content

ସଦ୍ଗୁଣ

ଉଇକିଅଭିଧାନ‌ରୁ

ସଦ୍ଗୁଣ

ଉଚ୍ଚାରଣ

[ସମ୍ପାଦନା]

(ସଦ୍ଗୁଣ—ଅନ୍ୟରୂପ)

(ସଗ୍ଗୁଣା—ସ୍ତ୍ରୀ. ବିଣ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ଗୁଣ)

[ସମ୍ପାଦନା]

ସୁଗୁଣ; ଉତ୍ତମଗୁଣ — Good quality; noble quality.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଉତ୍ତମଗୁଣବିଶିଷ୍ଟ — Good; having good qualities; noble.