ସଦ୍ମ
ଦେଖଣା
ସଦ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - କ୍ଳୀ (ସଦ୍ ଧାତୁ=ଗମନ+ଅଧିକରଣ ମନ୍; ସଦ୍ମନ୍ ଶବ୍ଦର ୧ମା. ୧ବ; ମନୁଷ୍ୟମାନେ ବିଶ୍ରମାର୍ଥ ଯେଉଁଠାକୁ ଗମନ କରନ୍ତି)
[ସମ୍ପାଦନା]- ୧. ନିକେତନ; ଗୃହ; ଘର —୧. House; home.
- ୨. ବାସଗୃହ — ୨. Residence; abode.
- ୩. ଭଦ୍ରାସନ; ପୈତୃକ ବାସଗୃହ —୩. Residential house; one's ancestral house.
- ୪. (+କର୍ତ୍ତୃ ମନ୍; ଯାହା ଗତି କରେ) ଜଳ —Water.