ସଦ୍ରୁ

ଉଇକିଅଭିଧାନ‌ରୁ

ସଦ୍ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସଦ୍. ଧାତୁ=ଗମନ କରିବା+ଶୀଳର୍ଥେ. କର୍ତ୍ତୃ. ରୁ)[ସମ୍ପାଦନା]

୧. ଗମନଶୀଳ; ଗତିବିଶିଷ୍ଟ —୧. Moving; going.
୨. ଅବସନ୍ନ —୨. Pulled down; tired.
୩. ଅବସ୍ଥିତ —୩. Situated.