Jump to content

ସଦ୍ୟଃକୃତ

ଉଇକିଅଭିଧାନ‌ରୁ

ସଦ୍ୟଃକୃତ

ଉଚ୍ଚାରଣ

[ସମ୍ପାଦନା]

(ସଦ୍ୟକୃତ—ଅନ୍ୟରୂପ, ବିଶ୍ୱକୋଷ)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. କିଛିକ୍ଷଣ ପୂର୍ବେ କରା ଯାଇଥିବା — ୧. Recently done.
୨. ତତ୍କ୍ଷଣାତ —୨. Done immediately.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଖ୍ୟା —୧. Appellation.
୨. ସଂଜ୍ଞା —୨. Definition.
୩. ନାମ — ୩. Name.