ସଦ୍ୟଃ ପ୍ରାଣହର

ଉଇକିଅଭିଧାନ‌ରୁ

ସଦ୍ୟଃ ପ୍ରାଣହର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦ୍ୟଃପ୍ରାଣ ହାରୀ, ସଦ୍ୟଃପ୍ରାଣହାରୀ, ସଦ୍ୟଃପ୍ରାଣହାରକ, ସଦ୍ୟଃପ୍ରାଣାପହାରକ—ଅନ୍ୟରୂପ)

(ସଦ୍ୟଃପ୍ରାଣହରା, ସଦ୍ୟଃପ୍ରାଣହାରିଣୀ, ସଦ୍ୟଃପ୍ରାଣାହାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ତତ୍କ୍ଷଣାତ୍ ପ୍ରାଣନାଶକ — ୧. Causing instant death.
୨. ସେବନ ମାତ୍ରେ ବଳ ଓ ଆୟୁଃକ୍ଷୟକର — ୨. Immediately causing loss of strength and vitality.

[ଉ—ଶୁଷ୍କଂ ମାଂସଂସ୍ତ୍ରିୟୋବୃଦ୍ଧାଃ ବାଳାର୍କସ୍ତରୁଣଂ ଦଧି, ପ୍ରଭାତେ ମୌଥୁନଂ ନିଦ୍ରା ସଦ୍ୟଃ— ପ୍ରାଣହରାଣି ଷଟ୍—ଚାଣକ୍ୟ]