ସଦ୍ୟଃ ସମୁଦ୍ଧୃତନବନୀତ
ତଟକା ଲହୁଣୀ —Fresh butter.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁରରସ, ଧାରକ ଶୀତବୀର୍ଯ୍ୟ, ଲଘୁ ଓ ମେଧାଜନକ ତତ୍ରାଂଶ ସଂଯୁକ୍ତ ଥିଲେ ଏହା କିଞ୍ଚିତ୍ କଷାୟାମ୍ଳରସ ଅଟେ]