Jump to content

ସଦ୍ୟସ୍କ

ଉଇକିଅଭିଧାନ‌ରୁ

ସଦ୍ୟସ୍କ

ଉଚ୍ଚାରଣ

[ସମ୍ପାଦନା]
(ସଦ୍ୟସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଦ୍ୟସ୍+କ)

[ସମ୍ପାଦନା]
୧. ସଦ୍ୟୋଜାତ — ୧. Recently born.
୨. ନୂତନ —୨. New.
୩. ତଟକା —୩. Fresh.