ସଦ୍ୟୋହତ

ଉଇକିଅଭିଧାନ‌ରୁ

ସଦ୍ୟୋହତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦ୍ୟୋହତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଦ୍ୟଃ+ହତ)[ସମ୍ପାଦନା]

ଯେ ଅଳ୍ପକ୍ଷଣ ହେଲା ହତ ହୋଇଅଛି —Recently killed (animal).

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଅଳ୍ପକ୍ଷଣ ହେଲା ହତ ହୋଇଥିବା ଜୀବ —A recently killed animal.