ସଦ୍ୟୋ ମରଣ

ଉଇକିଅଭିଧାନ‌ରୁ

ସଦ୍ୟୋ ମରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦ୍ୟୋ ମୃତ୍ୟୁ—ଅନ୍ୟରୂପ)

(ସଦ୍ୟୋମୃତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସଦ୍ୟଃ+ମରଣ)[ସମ୍ପାଦନା]

କିଛିକ୍ଷଣ ପୂର୍ବେ ଘଟିଥିବା ମୃତ୍ୟୁ —୧. Recently occurred death.

୨. ଅପ— ଘାତ ମୃତ୍ୟୁ —୨. Death by accident.