ସଦ୍ୟ ଗର୍ଭ

ଉଇକିଅଭିଧାନ‌ରୁ

ସଦ୍ୟ ଗର୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସହବାସ ସଙ୍ଗେ ସଙ୍ଗେ ଗର୍ଭାଧାନ —Conception taking place immediately after the ୧st coition.

[ଉ—ସତ୍ୟବତୀ ବୋଇଲେ ଆହେ ପୁତ୍ରବର, ଯେ ରୂପେ ସଦ୍ୟଗର୍ଭ ହେବ ତାହାଙ୍କର—କୃଷ୍ଣସିଂହ. ମହାଭାରତ. ଆଦି]