Jump to content

ସଦ୍ ଗୋପ

ଉଇକିଅଭିଧାନ‌ରୁ

ସଦ୍ ଗୋପ

ଉଚ୍ଚାରଣ

[ସମ୍ପାଦନା]

(ସଦ୍ଗୋପ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧଳଭୂମିର ଓଡ଼ିଆ ଗୋପ ବା ଗଉଡ଼— ମାନଙ୍କ ଜାତିର ଶାଖା ବିଶେଷ —A sub caste amongst the cowherds of Dhalbhum.

[ଦ୍ରଷ୍ଟବ୍ୟ —ଏମାନେ ଓଡ଼ିଶାର ଶୂଦ୍ରମାନଙ୍କ ପରି ମୃତକାଶୌଚରେ ୧ଦିନରେ ଶୁଦ୍ଧି ହୁଅନ୍ତି ଏମାନଙ୍କର କୁଳପୁରୋହିତ ଓଡ଼ିଆ ବ୍ରାହ୍ମଣ]

୨. ବଙ୍ଗଦେଶର ଶୂଦ୍ର ବା ବୈଶ୍ୟ ଜାତି ବିଶେଷ — ୨. A caste of Sudras or B&aline;i̱ṡyas in Bengal.