ସଦ୍ ଜ୍ଞାନ
(ସଦ୍ ଜ୍ଞାନୀ—ବିଣ)
ସଜ୍ ଜ୍ଞାନ (ଦେଖ) - —Saj-jn̄āna (See)
[ଦ୍ରଷ୍ଟବ୍ୟ —ସଂସ୍କୃତ ନିୟମାନୁସାରେ 'ସତ୍+ଜ୍ଞାନ' ସନ୍ଧି ହେଲେ 'ସଜ୍ ଜ୍ଞାନ' ହୁଏ, ତେଣୁ 'ସଦ୍
ଜ୍ଞାନ' ବ୍ୟାକରଣ ମତେ ଅସିଦ୍ଧ 'ସଜ୍ ଜ୍ଞାନ' ତଳେ ନୋଟ୍ ଦେଖ]