ସଦ୍ ବିଚାର
(ସଦ୍ୱିଚାର—ଅନ୍ୟରୂପ)
(ଅସଦ୍ ବିଚାର—ବିପରୀତ)
(ସଦ୍ ବିଚାରକ—ବିଶେଷଣ - ପୁଂ)
ସୁବିଚାର; ନ୍ୟାୟ— ବିଚାର —Good judgment; just consideration; equitable adjudication.