ସଦ୍ ବୃତ୍ତ
ଦେଖଣା
ସଦ୍ ବୃତ୍ତ
ଉଚ୍ଚାରଣ
[ସମ୍ପାଦନା](ଅସଦ୍ ବୃତ୍ତ—ବିପରୀତ)
(ସଦ୍ୱୃତ୍ତ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ବୃତ୍ତ)
[ସମ୍ପାଦନା]ସତ୍ ବ୍ୟବହାର — ୧. Good behaviour.
- ୨. ସଚ୍ଚରିତ୍ର — ୨. Good conduct.
ବିଶେଷଣ - (ସତ୍ଅଟେ ବୃତ୍ତ=ବ୍ୟବହାର ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. ସଚ୍ଚରିତ୍ର ବିଶିଷ୍ଟ —୧. Of good conduct.
- ୨. ସମ୍ପୂର୍ଣ୍ଣ ରୂପେ ଗୋଲ; ସୁଗୋଲ —୨. Well-rounded; fully circular.