ସଦ୍ ବୃତ୍ତି
ଦେଖଣା
ସଦ୍ ବୃତ୍ତି
ଉଚ୍ଚାରଣ
[ସମ୍ପାଦନା](ଅସଦ୍ ବୃତ୍ତି—ବିପରୀତ)
(ସଦ୍ୱୃତ୍ତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ବୃତ୍ତି)
[ସମ୍ପାଦନା]- ୧. ସବ୍ଦ୍ୟବହାର — ୧. Good conduct.
- ୨. ଉତ୍ତମ ଜୀବିକା — ୨. Noble profession or livelihood; honest business
- ୩. ଶବ୍ଦାଖ୍ୟାନ ଗ୍ରନ୍ଥ ବିଶେଷ —୩. A very good commentary.
- ୪. ଉତ୍ତମ ଚରିତ; ଉତ୍ତମ ଲୋକମାନଙ୍କ ସମ୍ୱନ୍ଧେ ବିବରଣ —୪. A commentary containing description of good people.