Jump to content

ସଦୟ

ଉଇକିଅଭିଧାନ‌ରୁ

ସଦୟ

ଉଚ୍ଚାରଣ

[ସମ୍ପାଦନା]
(ସଦୟା—ସ୍ତ୍ରୀ) 

[ନିର୍ଦ୍ଦୟ—ବିପରୀତ]

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସ=ସହିତ+ଦୟା; ଦୟା ସହିତ ବର୍ତ୍ତମାନ)

[ସମ୍ପାଦନା]
୧. ଦୟାମୟ; ଦୟାଳୁ; ଦୟାଶୀଳ; କୃପାଳୁ —୧. Kind; merciful.
୨. ପରର ଦୁଃଖରେ କାତର —୨. Compassionate; sympathetic.
୩. ଦୟାଯୁକ୍ତ —୩. Full of kindness.

ବି—(ସତ୍=ଉତ୍ତମ+ଅୟ=ବିଧାନ)

[ସମ୍ପାଦନା]

ଶୁଭାବହ ବିଧି —A good or beneficial rule.