ସଦୟେ
ଦେଖଣା
ସଦୟେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା](ପଦ୍ୟ) ସଦୟ (ଦେଖ) - —Sadaya (See)
[ଉ—ବିଧୁ ମହେଶ୍ୱର ବଡ଼ ତ ନୁହଇ ସେ ମୁକୁଟ କଲା ପ୍ରାୟେ, ବସୁଧା ପରେ ଜନ୍ୟ ଧନ୍ୟ ସେ ରୂପେ ମୋଠାରେ ପ୍ରଭୂ ସଦୟ ଭଞ୍ଜ ବୈଦେହୀଶବିଳାସ]
ବିଶେଷ୍ୟ -
[ସମ୍ପାଦନା]ଦୟା —Kindness
[ଉ—ଲୋଭିଲା ମଧୁକର ପ୍ରାୟେ, ଭୋ ମୁନି କରିବା ସଦୟେ ଜଗ୍ନନାଥ ଭାଗବତ]