Jump to content

ସଦୟ ହୃଦୟ

ଉଇକିଅଭିଧାନ‌ରୁ

ସଦୟ ହୃଦୟ

ଉଚ୍ଚାରଣ

[ସମ୍ପାଦନା]
(ସଦୟ ହୃଦୟା—ସ୍ତ୍ରୀ) 

ସଂସ୍କୃତ - ବି—(କର୍ମଧା)

[ସମ୍ପାଦନା]

ଦୟାମୟ ଚିତ୍ତ —Kind heart.

ବିଶେଷଣ - ପୁଂ—

[ସମ୍ପାଦନା]

(ବହୁବ୍ରୀହି) ଯାହାର ହୃଦୟ ଦୟାପୂର୍ଣ୍ଣ ଅଟେ —Of a kind heart; kind-hearted.