Jump to content

ସଧ

ଉଇକିଅଭିଧାନ‌ରୁ

ସଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରାଦ୍ଧ)

[ସମ୍ପାଦନା]
୧. କୌଣସି ବିଷୟ ପ୍ରତି ଆକାଙ୍କ୍ଷା; ଇଚ୍ଛା —୧. Desire for anything

(ଉ—ନ ଭଜି ଚକ୍ରାୟୁଧ, ତରିବି ବୋଲି, ସଧ, କଲି ସଂସାର ଅକୂପାରକୁରେ କୃଷ୍ଣସୂର୍ଯ୍ୟ. ସଙ୍ଗୀତ)

୨. ଲାଳସା; ଆଗ୍ରହ —୨. Relish; hunkering.

(ଉ—ବଳକୁ ଆଶ୍ରା କଲେ ବହି ଅତି ସଧ କୃଷ୍ଣସିଂହ. ମହାଭାରତ. ସଭା)

୩. କାର୍ଯ୍ୟସାଧନାର୍ଥ ଉପାୟ — ୩. Expedients; means.
୪. ସାଧ (ଦେଖ) - — ୪. Sādha. (See)

(ଉ—ଆଉ ପାପ ସଂଗୀତ ବିଦ୍ୟା— ସଧରେ ଚିତ୍ତ, ନ ଦେବି ବୋଲି କଲି ସଂକଳପା କବିସୂର୍ଯ୍ୟ. ସଂଗୀତ)

୫. (ସଂସ୍କୃତ - ଶ୍ରଦ୍ଧା ବା ସ୍ୱାଦ) ସୁଆଦ; ଗର୍ଭିଣୀ— ମାନଙ୍କ ଦୋହଦ ବାସନା —୫. Desire of a pregnant woman for certain foods.
୬. ମାୟା; ମମତା; ସ୍ନେହ; ଶ୍ରଦ୍ଧା —୬. Love; affection; attachment.

(ଉ—ଏହିରୂପେ ଆଉ ଘଡ଼ିଏ ତୁମ୍ୱେ ଯୁଦ୍ଧ, କଲେ ଛାଡ଼ି ଦେବି ମୁଁ ପରାଣରୁ ସଧ କୃଷ୍ଣସିଂହ. ମହାଭାରତ. ବିରାଟ)

୭. ଗର୍ଭିଣୀର ଦୋହାଦ ଯୋଗୁଁ ଅଭିଳଷିତ୍ ଖାଦ୍ୟ —୭. Particular article of food hankered after by a pregnant woman.