ସଧର୍ମିଣୀ
(ସଧର୍ମା, ସଧର୍ମୀ—ପୁଂ)
ଏକ ଧର୍ମାକ୍ରାନ୍ତ; ସଧର୍ମା ଓ ସଧର୍ମୀର ସ୍ତ୍ରୀଲିଙ୍ଗ — Feminine of Sadharmā and Sadharmī.
ଧର୍ମାପତ୍ନୀ; ଭାର୍ଯ୍ୟା — one's better half; one's wedded wife.