ସଧର୍ମ୍ମା

ଉଇକିଅଭିଧାନ‌ରୁ

ସଧର୍ମ୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଧର୍ମଣୀ—ସ୍ତ୍ରୀ) 

ବିଧର୍ମ—ବିପରୀତ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସ=ସମାନ ଅଟେ ଧର୍ମ୍ମନ୍= ଧର୍ମ୍ମ ଯାହାର; ୧ମା. ୧ବ)[ସମ୍ପାଦନା]

୧. ଏକ ଧର୍ମାକ୍ରାନ୍ତ —୧. Of the same religion.
୨. ଏକ ଧର୍ମାବଲମ୍ୱୀ —୨. Professing the same religions,
୩. ଏକ ସ୍ୱାଭାବିକ ଗୁଣଯୁକ୍ତ — ୩. Possessing the same attribute or quality.
୪. ଏକରୂପ; ସଦୃଶ; ତୁଲ୍ୟ — ୪. Similar.