ସଧର୍ମ୍ମିଣୀ

ଉଇକିଅଭିଧାନ‌ରୁ

ସଧର୍ମ୍ମିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଧର୍ମା, ସଧର୍ମୀ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସଧର୍ମୀନ୍+ସ୍ତ୍ରୀ. ଈ)[ସମ୍ପାଦନା]

ଏକ ଧର୍ମାକ୍ରାନ୍ତ; ସଧର୍ମା ଓ ସଧର୍ମୀର ସ୍ତ୍ରୀଲିଙ୍ଗ — Feminine of Sadharmā and Sadharmī.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଧର୍ମାପତ୍ନୀ; ଭାର୍ଯ୍ୟା — one's better half; one's wedded wife.