Jump to content

ସଧ୍ୟ୍ରଙ୍

ଉଇକିଅଭିଧାନ‌ରୁ

ସଧ୍ୟ୍ରଙ୍

ଉଚ୍ଚାରଣ

[ସମ୍ପାଦନା]
(ସଧ୍ରୀଚୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ସ=ସହ+ଅନ୍ଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍; ନିପାତନ ସଧ୍ର୍ୟଚ୍ ଶବ୍ଦ୧ମା. ୧ବ; ଯେ ସର୍ବଦା ସଙ୍ଗେ ସଙ୍ଗେ ଗମନ କରେ)

[ସମ୍ପାଦନା]
୧. ସହଚର; ସଙ୍ଗୀ —୧. Companion; associate; mate.
୨. ସହାୟ; ସାହାଯ୍ୟକାରୀ —୨. Assistant.