ସନ୍ତକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ନିଦର୍ଶନ ଦ୍ରବ୍ୟ; ସୂଚକ ଚିହ୍ନ
  • ଅଭିଜ୍ଞାନ; ଯାହାଦ୍ଵାରା କୌଣସି ବସ୍ତୁର ବା ବ୍ୟକ୍ତିର ବିଶିଷ୍ଟତା ସମ୍ବନ୍ଧେ ଜ୍ଞାନ ଜନ୍ମେ
  • ସ୍ମାରକ ବସ୍ତୁ
  • ଅକ୍ଷର ଲେଖି ଜାଣି ନ ଥିବା ବା ସ୍ଵାକ୍ଷର କରି ଜାଣି ନ ଥିବା ବ୍ୟକ୍ତିଙ୍କର କୌଣସି ଦଲିଲ ସମ୍ପାଦନ କରିବାର ନିଦର୍ଶନସ୍ଵରୁପ ଭକ୍ତ ଦଲିଲରେ ଦଲିଲ ସମ୍ପାଦନକାରୀଙ୍କଦ୍ଵାରା ଅଙ୍କିତ ଚିହ୍ନ
  • ଜ୍ଞାତି ବା ବ୍ୟକ୍ତିବିଶେଷର ବିଶେଷତ୍ଵଜ୍ଞାପକ ଚିହ୍ନ
  • ଦସ୍ତଖତ; ସହି; ସ୍ଵାକ୍ଷର
  • ପୂର୍ବକାଳରେ ନିଜ ଭାର୍ଯ୍ୟାଙ୍କଠାରୁ ଦୂରପ୍ରବାସରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କର ସ୍ମାରକରୂପେ ଯେଉଁ ମୂର୍ତ୍ତିକୁ ବା ବସ୍ତୁକୁ ମୃତ ସ୍ଵାମୀଙ୍କ ଶବରୂପରେ କଳ୍ପନା କରି ତାକୁ ଆଲିଙ୍ଗନ କରି ଚିତାଗ୍ନିରେ ଝାସ ଦେଉ ଥିଲେ