ସନ୍ତ୍ର ଚୈତନ୍ୟ
ଦେଖଣା
ସନ୍ତ୍ର ଚୈତନ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍)
[ସମ୍ପାଦନା]ଜପା ହେଉଥିବା ମନ୍ତ୍ରରେ ନିର୍ଦ୍ଦିଷ୍ଟ କ୍ରୟାମନଙ୍କଦ୍ୱାରା ପ୍ରବେଶିତ ଜୀବନୀ ଶକ୍ତି —Infusion of life or vitality or potency into a mantra.
[ଦ୍ରଷ୍ଟବ୍ୟ —କୌଣସି ମନ୍ତ୍ରର ଚୈତନ୍ୟର ଅନୁପ୍ରବେଶ ନ କରାଇ ତାହା ଜପ କଲେ ତହିଁରେ ଅଭିପ୍ରେତ ଫଳ ଲାଭ ହୁଏ ନାହିଁ ମନ୍ତ୍ର ମଧ୍ୟେର ଚୈତନ୍ୟ ବା ଜୀବନୀଶକ୍ତି ପ୍ରବେଶ କରାଇବା ପାଇଁ କେତେକ ଅନୁଷ୍ଠାନ (ଯଥା— ପୂଜା, ଧ୍ୟାନ, ସ୍ରୋତ ପାଠ ଓ ନ୍ୟାସ ଆଦି) କରିବାର ବିଧି ଅଛି; ତାହା ହେଲେ 'ମନ୍ତ୍ର ଚୈତନ୍ୟ' ହୁଏ ଓ ପରେ ଉକ୍ତ ମନ୍ତ୍ର ଜପଦ୍ୱାରା ଫଳ ଲାଭ ହୁଏ]