Jump to content

ସନ୍ଧନ

ଉଇକିଅଭିଧାନ‌ରୁ

ସନ୍ଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସତ୍+ଧନ; ସଦୁପାୟାର୍ଜ୍ଜିତ ଧନ; ମଧ୍ୟପଦଲୋପୀ)

[ସମ୍ପାଦନା]

ସଦୁପାୟରେ ଅର୍ଜିତ ଧନ —Wealth earned honestly; honestly acquired wealth.