ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ଧର୍ମ)
[ସମ୍ପାଦନା]
- ୧. ଶ୍ରେଷ୍ଠ ଧର୍ମ — ୧. An eminent religion.
- ୨. ଉତ୍ତମ କର୍ମନୁଷ୍ଠାନ —୨. A good observance.
- ୩. ବୌଦ୍ଧ ଧର୍ମ —୩. The Buddhistic religion; Buddhism.
[ଦ୍ରଷ୍ଟବ୍ୟ —ବୌଦ୍ଧ ଶାସ୍ତ୍ରୋକ୍ତ ତ୍ରିରନ୍ନ (ଯଥା, ବୁଦ୍ଧ, ସଂଘ ଓ ଧର୍ମ) ମଧ୍ଧ୍ୟ ଧର୍ମ ଏକତମ ଅଟେ)