Jump to content

ସନ୍ଧର୍ମ ବିଶାରଦ

ଉଇକିଅଭିଧାନ‌ରୁ

ସନ୍ଧର୍ମ ବିଶାରଦ

ଉଚ୍ଚାରଣ

[ସମ୍ପାଦନା]
(ସନ୍ଧର୍ମ ବିଶାରଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (କର୍ମଧା, ୭ମୀ ତତ୍)

[ସମ୍ପାଦନା]

ବୌଦ୍ଧ— ଧର୍ମରେ ପାରଦର୍ଶୀ —Versed in Buddhism.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୌଦ୍ଧ ସନ୍ନ୍ୟାସୀଙ୍କର ଉପାଧି ବିଶେଷ —One of the titles of Buddhist saints.