Jump to content

ସନ୍ଧିଆ ପଚରା ମାରିବା

ଉଇକିଅଭିଧାନ‌ରୁ

ସନ୍ଧିଆ ପଚରା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଗଡ଼ଚକର ପୁଟୀ— ମାନଙ୍କୁ ପରସ୍ପର ସଙ୍ଗେ ଓ ଅରକୁ ପୁଟୀ ସଙ୍ଗେ ଯୋଡ଼ିବା ପାଇଁ ଶିଲମାନ ମାରିବା;

[ଦ୍ରଷ୍ଟବ୍ୟ —ଶଗଡ଼ଚକର ପୁଟୀ— ମାନଙ୍କୁ ଯୋଡ଼ିବା ଖିଲକୁ ସନ୍ଧିଆ ଓ ଅରକୁ ପୁଟୀ ସଙ୍ଗେ ଯୋଡ଼ିବା ଖିଲକୁ ପୋଚରା ବୋଲାଯାଏ]

୨. (ଲକ୍ଷ— ଣାର୍ଥ) କୌଣସି କାର୍ଯ୍ୟକୁ ଖୁବ୍ ମଜଭୂତ୍ ଓ ନିର୍ଦୋଷ କରି ସମ୍ପାଦନ କରିବା