Jump to content

ସନ୍ଧିଆ ମାରିବା

ଉଇକିଅଭିଧାନ‌ରୁ

ସନ୍ଧିଆ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଶଗଡ଼ଚକର ପୁଟୀ (ପରିଧିସ୍ଥ ବିଭିନ୍ନ ଖଣ୍ଡ) ମାନଙ୍କୁ ପରସ୍ପର ସଙ୍ଗେ ଦୃଢ଼ସଂଲଗ୍ନ କରିବା ପାଇଁ ଦୁଇଟୀ ପୁଟୀ ମଧ୍ୟରେ ଖଣ୍ଡିଏ ଲେଖାଏଁ ଖିଲ ବସାଇବା