ସନ୍ଧ୍ୟା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଦିବା ଓ ରାତ୍ରିର ସନ୍ଧିକାଳ; ଦିନ ଓ ରାତିର ମିଳନ ସମୟ
  • ପ୍ରାତଃସନ୍ଧ୍ୟା ଓ ସାୟଂସନ୍ଧ୍ୟା ସମୟରେ କର୍ତ୍ତବ୍ୟ ଉପାସନାଦି; ସନ୍ଧ୍ୟାହ୍ନିକ; ସନ୍ଧ୍ୟାବନ୍ଦନା
  • ପ୍ରାତଃସନ୍ଧ୍ୟା, ମଧ୍ୟାହ୍ନ ସନ୍ଧ୍ୟା ଓ ସାୟଂସନ୍ଧ୍ୟା କାଳରେ ଉପାସ୍ୟ ଦେବତା
  • ତ୍ରିସନ୍ଧ୍ୟାରେ ଉପାସ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଜପାଯିବା ମନ୍ତ୍ର
  • ଯୁଗସନ୍ଧ; ଦୁଇ ଯୁଗର ମିଳନ କାଳ; ସନ୍ଧ୍ୟାଂଶ
  • କାଳ
  • କାଳ ଦେବତାଙ୍କର ତିନି ସ୍ତ୍ରୀ ମଧ୍ୟରୁ ଏକତମା
  • ଉପାସନା
  • ଧ୍ୟାନ
  • ପ୍ରତିଜ୍ଞା
  • ସୀମା
  • ନଦୀ ବିଶେଷ; ସନ୍ଧ୍ୟାଚଳରୁ ନିର୍ଗତା ନଦୀ
  • ପୁଷ୍ପ ବିଶେଷ ପ୍ରତିଷ୍ଠା
  • ଚିନ୍ତା
  • ସଂସ୍ରବ
  • ସନ୍ଧାନ
  • ଜୀବନର ଅବସାନ କାଳ; ମୃତ୍ୟୁର ପୂର୍ବ କାଳ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସନ୍ଧ୍ୟାଦୀପ
  • ସାୟଂକାଳ; ଦିବାବସାନ