Jump to content

ସନ୍ନ୍ୟାସ

ଉଇକିଅଭିଧାନ‌ରୁ
  • ସଂସାର ବାସନା ତ୍ୟାଗ; ଭିକ୍ଷୁ ଧର୍ମ
  • ନିଷ୍କାମ କର୍ମ; କାମ୍ୟ କର୍ମ ପରିତ୍ୟାଗ
  • ହିନ୍ଦୁଙ୍କର ଚତୁର୍ଥ ଆଶ୍ରମ
  • ନିକ୍ଷେପ
  • ସମର୍ପଣ
  • ଗଛିତ ରଖିବା
  • ଗଛିତ ଧନ
  • ଦେହତ୍ୟାଗ; ହଠାତ୍ ମୃତ୍ୟୁ
  • ସନ୍ନ୍ୟାସ ରୋଗ
  • ତ୍ୟାଗ
  • ଜଟାମାଂସୀ
  • ଶିବପୂଜା ଉଦ୍ଦେଶ୍ୟରେ ମାନସୀକୃତ ସନ୍ନ୍ୟାସବ୍ରତ ଅବଲମ୍ବନ ରୂପ ବ୍ରତ ବିଶେଷ