Jump to content

ସମନ୍ଵିତ

ଉଇକିଅଭିଧାନ‌ରୁ

ବିଶେଷଣ []

[ସମ୍ପାଦନା]
  • ସଂସ୍କୃତ, ସମ୍ + ଅନ୍ଵିତ
    • ମିଳିତ;ସଂଯୁକ୍ତ ( Connected or joined with )
    • ସମଭିବ୍ୟାହାରଦ୍ଵାରା ଯୁକ୍ତ ( Possessed of; accompanied by; followed by )
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୮୧୬୬