ସମଭିବ୍ୟାହାର
ଦେଖଣା
- ସମଭିବ୍ୟାହାରୀ; ସମଭିବ୍ୟାହୃତ- ବିଶେଷଣ
- ସମ୍ + ଅଭି +ବି +ଆ+ହୃ ଧାତୁ= ହରଣକରିବା+ ଭାବ.ଅ
- ସାହଚର୍ଯ୍ୟ;ସଙ୍ଗ ( Company; association )
- ଏକତ୍ରାବସ୍ଥିତି ( Remaining together; co-existence )
- ଏକତ୍ରସଂଯୋଗ ( juxtraposition )
- ଏକତ୍ରଗମନ ( Going together )
- ଏକସଙ୍ଗେ ଉଚ୍ଚାରଣ ( Simultaneous utterance )