Jump to content

ସମଭିବ୍ୟାହୃତ

ଉଇକିଅଭିଧାନ‌ରୁ
  • ସମ୍+ ଅଭି+ ବି+ ଆ+ହୃ ଧାତୁ= ହରଣ କରିବା+ କର୍ମ+ତ
  • ସମଭିବ୍ୟାହୃତ- ବିଶେଷ୍ୟ
    • ଏକସଙ୍ଗେ ଚାଳିତ
    • ଏକତ୍ରୀଭୂତ
    • ସମୋଚ୍ଚାରିତ
    • ଯୁକ୍ତ; ସହିତ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୮୧୬୯
  2. ପ୍ରମୋଦ ଓଡ଼ିଆ ଅଭିଧାନ, ପୃଷ୍ଠା-୨୫୭୩